ବଦଳିବ ସ୍ମାର୍ଟ୍‌ସିଟିର ବସଷ୍ଟପ୍‌

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପୂର୍ବରୁ ବଦଳିବ ସ୍ମାର୍ଟ୍‌ସିଟିର ବସଷ୍ଟପ୍‌। ଭଙ୍ଗା ଦଦରା ହୋଇ ପଡ଼ିଥିବା ବସ୍‌ଷ୍ଟପ୍‌ଗୁଡ଼ିକୁ ନୂଆ ରୂପ ଦିଆଯିବ। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ସିଟି ବସ୍‌ ଆଧୁନିକୀକରଣ ପ୍ରକଳ୍ପ (ବିସିବିଏମ୍‌ପି)ର ଏକ ଅଂଶବିଶେଷ ଭାବେ ଏଭଳି ପଦକ୍ଷେପ ନିଆଯିବ। ଜେଏସ୍‌ଏଲ୍‌ ଲାଇଫ୍‌ଷ୍ଟାଇଲ୍‌ ନିଲାମ ନେଇଛି। ସାରା ସହରରେ ଷ୍ଟିଲ୍‌ରେ ଅତ୍ୟାଧୁନିକ ସୁବିଧା ଯୋଗାଇଦେବ। ଭୁବନେଶ୍ୱର ସ୍ମାର୍ଟ୍‌ ସିଟି ଲିମିଟେଡ୍‌ … Continue reading ବଦଳିବ ସ୍ମାର୍ଟ୍‌ସିଟିର ବସଷ୍ଟପ୍‌